ଏହି ଫୋଟୋ ରେ ଜବାହାରଲାଲ ନେହରୁ ମହାକୁମ୍ଭ ମେଳାରେ ପବିତ୍ର ସ୍ନାନ କରୁଥିବା ଦାବି ମିଥ୍ୟା ଅଟେ।
ନିକଟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ମହାକୁମ୍ଭ ମେଳା “ପବିତ୍ର ସ୍ନାନ” ଉପରେ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ଏହି ପ୍ରସଙ୍ଗରେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ରଟିରେ ଜବାହରଲାଲ ନେହେରୁଙ୍କୁ ଏକ ନଦୀର ଆଣ୍ଠୁ ଗଭୀର ପାଣିରେ ଠିଆ ହୋଇଥିବାର ଦେଖାଯାଇଛି। ଦାବି କରା ଯାଉଛି ଯେ ଏହି ଫୋଟୋ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ମହାକୁମ୍ଭ ମେଳା ସମୟରେ ପବିତ୍ର ସ୍ନାନ ନେଉଛନ୍ତି। […]
Continue Reading