ପଶ୍ଚିମବଙ୍ଗର ଏକ ଫୋଟୋକୁ ଜର୍ମାନୀର ଗୁରୁକୁଲ ଆଶ୍ରମର ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ତଳେ ବସି, ମୁଖରେ ହସ ନେଇ ଏବଂ କଦଳୀ ପାତ୍ରରେ ଭୋଜନ କରୁଥିବା କିଛି ଛୋଟ ପିଲାଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଜର୍ମାନୀ ଦେଶରେ ଥିବା ଏକ ଗୁରୁକୁଳ ଆଶ୍ରମର ଫୋଟୋ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଜର୍ମାନୀ ଦେଶର ଫୋଟୋ ନୁହେଁ, ଏହା ପଶ୍ଚିମବଙ୍ଗର ଇସ୍କନ ଦ୍ୱାରା ପ୍ରତିଷ୍ଠିତ ଏକ ବୈଦିକ ଶିକ୍ଷାନୁଷ୍ଠାନର ଫୋଟୋ।  କ’ଣ ଦାବି କରା […]

Continue Reading

ଡେନମାର୍କ ଦେଶରେ ନିର୍ମାଣ ହେଉଥିବା ଏକ ଟନେଲର ଫୋଟୋକୁ ଆସାମରେ ଅଣ୍ଡରୱାଟର ଟନେଲର ଫୋଟୋ ବୋଲି ଦାବି କରା ଯାଇଛି। 

୨୦୨୧ ମସିହାରେ ମୋଦୀ ସରକାର ଆସାମର ବ୍ରହ୍ମପୁତ୍ର ନଦୀ ତଳେ ଭାରତର ପ୍ରଥମ ଟନେଲ ନିର୍ମାଣ ପାଇଁ ଘୋଷଣା କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଅଣ୍ଡରୱାଟର ଟନେଲର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋଋ ଆସାମର ବ୍ରହ୍ମପୁତ୍ର ନଦୀ ତଳେ ନିର୍ମିତ ଭାରତର ପ୍ରଥମ ଟନେଲ ବୋଲି ଦାବି କରାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଡେନମାର୍କ ଏବଂ ଜର୍ମାନୀକୁ ସଂଯୋଗ କରୁଥିବା ଫେହମାର୍ନ ଟନେଲ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ୟୁରୋପ୍ ଦେଶ ଗସ୍ତରେ ଯାଇଛନ୍ତି। ଜର୍ମାନୀ ଏବଂ ଡେନମାର୍କ ପରେ ସେ ୪ ମଇ ରେ ଫ୍ରାନ୍ସରେ ଅବଗତ କରିଛନ୍ତି। ସେଠାରେ ସେ ପାରସ୍ପରିକ ଆଗ୍ରହ, ବିଶ୍ଵ ସ୍ତରୀୟ ବିକାଶ ଉପରେ ଆଲୋଚନା କରିବେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମୋଦୀ ଜର୍ମାନୀର ବର୍ଲିନରେ କୁଳପତି ସ୍କୋଲଜ୍ ସହ ଆଲୋଚନା କରୁଛନ୍ତି। ସମାନ ଫୋଟୋରେ କାନ୍ଥରେ ପଣ୍ଡିତ ନେହେରୁଙ୍କ ଗୋଟିଏ ଚିତ୍ର ଥିବା […]

Continue Reading