କ’ଣ ଫୋଟୋରେ ମାସ୍କ ଚେକିଙ୍ଗ କରୁଥିବା ଜଣେ ପୋଲିସଙ୍କୁ ଲୋକେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।
କୋଭିଡରୁ ଲୋକଙ୍କ ସୁରକ୍ଷା ପାଇଁ ସରକାର ପ୍ରତ୍ୟେକ ଥର ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ସାମ୍ପ୍ରତିକ ଖବରରେ ଆମେ ଅନେକ ପରିସ୍ଥିତି ଦେଖିଛୁ ଯେତେବେଳେ ଲୋକମାନେ ଏହି ନିୟମ ପାଳନ କରି ନାହାନ୍ତି। ମାସ୍କ ନ ପିନ୍ଧିଥିବା ଲୋକମାନଙ୍କ ପାଇଁ ସରକାର ଜରିମାନା ଆଦାଯ କରିବା ନିର୍ଣଯ ପରେ ପୋଲିସକୁ ବହୁତ କଠୋର କାର୍ଯ୍ୟାନୁଷ୍ଠାନଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଏହି ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପୋଲିସଙ୍କ […]
Continue Reading