ଭାଇରାଲ ଫୋଟୋରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଇଥିବାର କାରଣ କ’ଣ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଫୋଟୋ ଗୁଡିକରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଉଥିବା ଦେଖିବାକୁ ମିଳିଛି। ଫୋଟୋ ସେୟାର କରି ଏହି ଯୁବକଙ୍କୁ ଗିରଫ କରିବାର ଦାବି କରା ଯାଇଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଘଟଣା ଯାହା 2016 ମସିହାରେ ତାମିଲ ନାଡୁ ରାଜ୍ୟରେ ଘଟିଥିଲା। କ’ଣ କୁହା ଯାଇଛି ପୋଷ୍ଟରେ? ଜଣେ ଯୁବକ ଭାରତୀୟ […]
Continue Reading