କ’ଣ ଭାରତ ମହିଳା ଟିମ୍ ଅଷ୍ଟ୍ରେଲିଆକୁ ହକି ବିଶ୍ଵ କପ୍ ରେ ପରାସ୍ତ କରି କ୍ରିକେଟ୍ ବିଶ୍ଵ କପର ପ୍ରତିଶୋଧ ନେଇଛି? ଜାଣନ୍ତୁ ସତ୍ୟ। 

ନିକଟରେ ଭାରତ କ୍ରିକେଟ୍ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଯାହା ନେଇ ସାରା ଦେଶ ଶୋକରେ ଅଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତ ମହିଳା ହକି ଦଳ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି।  ଦାବି କରା ଯାଉଛି ଯେ ଭାରତ ମହିଳା ହକି ଦଳ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ଵ ବିଜୟୀ ହୋଇଛି ଏବଂ କ୍ରିକେଟ୍ ବିଶ୍ଵ […]

Continue Reading

ଜାପାନରେ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରାଯାଇଥିଲା କି?

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱ ନେତାଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ସହିତ ଦାବି କରାଯାଉଛି ଯେ ବିଶ୍ୱର କୌଣସି ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରୁ ନାହାଁନ୍ତି। କିନ୍ତୁ ବାସ୍ତବରେ ଏହି ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ କରେ। କାରଣ, ପୋଷ୍ଟ ହୋଇଥିବା ଭିଡିଓ ମାର୍ଚ୍ଚ 2023 ରେ ଅନୁଷ୍ଠିତ G7 ସମ୍ମିଳନୀର ଅଟେ। ଏହି ଭିଡିଓ ଅସମ୍ପୂର୍ଣ୍ଣ ଅଟେ। ଭୁଲ ତଥ୍ୟ ସହିତ […]

Continue Reading

କ’ଣ ମାଇକ୍ରୋୱେଭର କ୍ଷତିକାରକ କାରଣ ପାଇଁ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ବନ୍ଦ କରିଛି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ମାଧ୍ୟମରେ ଆମକୁ ଏକ ମେସେଜ୍ ର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଛି। ଏହି ଭାଇରାଲ ମେସେଜ୍ ରେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ବିଷୟରେ ଉଲ୍ଲେଖ ହୋଇଛି। ମେସେଜ୍ ରେ ଏହା ମଧ୍ୟ ଦାବି କରା ଯାଇଛି ଯେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ପାଇଁ ବର୍ତ୍ତମାନ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ଉପରେ ମଧ୍ୟ ରୋକ ଲଗେଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି […]

Continue Reading

ଜାପାନରେ ଲୋକମାନେ ଭାରତୀୟ ଗୀତରେ ସୂର୍ଯ୍ୟ ନମସ୍କାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ ଫ୍ଲାଗ ଡ୍ରେସ କୋଡରେ ଥିବା ଲୋକମାନେ ଜାପାନରେ ସୂର୍ଯ୍ୟ ନମସ୍କାର କରୁଛନ୍ତି। ଭାଇରାଲ ଭିଡିଓ ଜାପାନର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 4 ଜୁଲାଇରେ Prasanta Nayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗର୍ବ ଅନୁଭବ କରନ୍ତୁ କି […]

Continue Reading