ଦୁଇ ବର୍ଷ ପୁରୁଣା ଭିଡିଓ କୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ଭାଇରାଲ କରା ଯାଉଛି।
ନିକଟରେ ରାଜସ୍ଥାନ ନିର୍ବାଚନର ଫଳାଫଳ ରେ କଂଗ୍ରେସ ପରାଜୟ ହେଇଛି। ବିଜେପି ଦଳ ନିର୍ବାଚନରେ ବିଜଯ ହୋଇ ସରକାର ଗଠନ କରିବାକୁ ଯାଉଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମାଳବାହିନୀ ଟ୍ରେନରେ କିଛି ଜେସିବି ମେସିନ୍ ଯାଉଥିବା ଭିଡିଓ ଭାଇରାଲ ହେଉଛି। ୟୁଜର ମାନେ ଏହାକୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ସେୟାର କରୁଛନ୍ତି। ଦାବି କରାଯାଉଛି ଯେ ରାଜସ୍ଥାନରେ ବିଜେପି ନିର୍ବାଚନ ଜିତିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ଥାନକୁ ବୁଲଡୋଜର ପଠାଇଛନ୍ତି। […]
Continue Reading