କ’ଣ ପାକିସ୍ତାନ ଆପତ୍ତି କଳା ପରେ ୧୯୬୬ ରେ କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏକ ଗୀତକୁ ବ୍ୟାନ୍ କରିଥିଲା? ଜାଣନ୍ତୁ ସତ୍ୟ।
ହିନ୍ଦୀ ସିନେମା ଜଗତର ଏକ ପୁରୁଣା ସଙ୍ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି। କାଶ୍ମୀର ଉପରେ ନିର୍ଧାରିତ ହେଇଥିବା ଏହି ସଙ୍ଗୀତର ଭିଡିଓକୁ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ପାକିସ୍ତାନ ଏହି ଗୀତକୁ ବିରୋଧ କରିଲା ପରେ ସେ ସମୟର କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏହି ସଙ୍ଗୀତକୁ ବ୍ୟାନ୍ କରିଥିଲା। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]
Continue Reading