ବିନା ମାଟିରେ ବଞ୍ଚି ରହିଛି ଗଛ? ଏହା ଏକ ଚମତ୍କାର ବା ରହିଛି କିଛି ଅନ୍ୟ ତଥ୍ୟ।
ସୋସିଆଲ ମିଡିଆରେ ବିନା ମାଟିରେ ହାୱାରେ ଝୁଳୁଥିବା ଏକ ଗଛର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ଏହି ଗଛ ମାଟିରେ ଲାଗି ନାହିଁ। ମାଟିରେ ଏହାର ଚେର ଥିବା ବେଳେ ଗଛର ଗଣ୍ଡି ହାୱାରେ ଝୁଲୁଚି। ଦାବି କରା ଯାଉଛି ଯେ ଏହି ଗଛ ରାଜସ୍ଥାନରେ ଦେଖିବାକୁ ମିଳିଛି। ଏହା ଏକ ଚମତ୍କାର ବୋଲି ସୋସିଆଲ ମିଡିଆରେ ଚର୍ଚା ଚାଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା […]
Continue Reading