ଅଜିତ ଡୋୱେଲଙ୍କ ନାମରେ ଭାଇରାଲ ହେଉଛି ଫେକ ଟ୍ୱିଟର ପୋଷ୍ଟ ।
ସୋସିଆଲ ମିଡିଆରେ ଅଡିତ ଡୋୱାଲଙ୍କ ନାମରେ କିଛି ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରେ ଦାବି କରାଯାଇଛି ଯେ, 370 ଏବେ ଦେଖିଲ ଏବେ ପିଓକେ ବହୁତ ଜଲ୍ଦି ଆମର ହେବ। ଏବା ଛଡ଼ା ଅନ୍ୟ ଦୁଇଟି ଟ୍ୱିଟମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଟ୍ୱିଟ ଅଜିତ ଡୋୱାଲଙ୍କ ଦ୍ୱାରା କରାଯାଇ ନାହିଁ। 19 ଜୁନରେ Tridip kumar Nandi ନାମକ ଜଣେ […]
Continue Reading