କ’ଣ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମଙ୍କ ଗୀତରେ ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟତା।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଜଣେ ପୋଲିସ ଅଧିକାରୀ ସେଠାରେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି। ଦାବି କରା ଯାଉଛି ଯେ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଭିଡିଓ ଅଟେ। ପ୍ରକୃତ […]
Continue Reading