ଆରଏସଏସ କର୍ମୀଙ୍କ ନାଚୁଥିବାର ଭିଡିଓ ୨୦୧୫ ମସିହାର। ଏହା ସ୍ଵାଧୀନତା ପୂର୍ବର ଘଟଣା ହେଇଥିବା ଦାବି ବିଭ୍ରାନ୍ତକାରୀ। 

ସୋସିଆଲ ମିଡିଆରେ ଆରଏସଏସ କର୍ମୀଙ୍କର ନାଚୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଯେତେବେଳେ ଦେଶ ଇଂରାଜୀ ଶାସନରେ ଥିଲା ସେତେବେଳେ ଦେଶର ସ୍ଵାଧୀନତା ରେ ଯୋଗଦାନ ନ ଦେଇ ଆରଏସଏସ କର୍ମୀମାନେ ଗୀତ ଗାଈ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ ସ୍ବାଧିନତା ପୂର୍ବର ନୁହେଁ। ଏହା ୨୦୧୫ ମସିହାରେ ନାଗପୁର ସହର ର ଏକ ଭିଡିଓ। କ’ଣ ଦାବି କରା […]

Continue Reading

ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଭାରତର ପ୍ରଥମ CJI ଜଷ୍ଟିସ ଏସବି କ୍ରିପାଳଙ୍କ ନାତି ସୌରଭ କିର୍ପାଲଙ୍କ ନୁହଁନ୍ତି।

ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ନୃତ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଜଣେ କୋରିୟଗ୍ରାଫର ଅଟନ୍ତି। ସେ ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ହେଇଥିବା ଦାବି ମିଥ୍ୟା ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? […]

Continue Reading

ଅନ୍ୟ ଏକ ମହିଳାଙ୍କ ନାଚୁଥିବା ଭିଡିଓକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନାମରେ ସେୟାର କରା ଯାଉଛି।

ନିକଟରେ, ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ନାଚୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ଦିଲ୍ଲୀର ନୂତନ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା, କାରଣ ଭିଡିଓରେ ନାଚିଥିବା ମହିଳା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନୁହେଁ ବରଂ ମୀରା ନାମକ ଅନ୍ୟ ଜଣେ ମହିଳା। ଏହି ଭିଡିଓଟି ରେଖା ଗୁପ୍ତା ସହିତ କୌଣସି ସମ୍ପର୍କ ନାହିଁ। ଲୋକଙ୍କୁ ଭ୍ରମିତ […]

Continue Reading

କ’ଣ ପ୍ରଭୁ ରାମଙ୍କର ଏକ ସଙ୍ଗୀତରେ ନାଚୁଥିବା ଏହି ମହିଳା ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳା ପ୍ରଭୁ ରାମଙ୍କର ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଭିଡିଓରେ ନାଚୁଥିବା ମହିଳା ହେଉଛନ୍ତି ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନାଚୁଥିବା ମହିଳା ସମ୍ବଲପୁରର ଜିଲ୍ଲାପାଳ ନୁହନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି, “ସମ୍ବଲପୁର […]

Continue Reading