ଟାଇଫଏଡରେ ପୀଡିତ ରୋଗୀମାନଙ୍କୁ କରୋନା ଭାଇରସ୍ ରୋଗର ପିଡିତଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ କୋରୋନା ମହାମାରି ସ୍ଥିତିର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତରେ COVID-19 ର ବଢ଼ୁଥିବା ମାମଲାରେ ମେଡିକାଲରେ ହେଉଥିବା  ଅସୁବିଧା ଏବଂ ଅବ୍ୟବସ୍ଥାର ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛ ଯେଉଁଥିରେ, ଚଟାଣରେ ପଡ଼ିଥିବା ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଗୁଜରାଟର ଅଟେ। କୋରୋନା ରୋଗୀ ତଳେ ଚଟାଣରେ ପଡ଼ି ରହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

2013 କୁମ୍ଭମେଳାର ଫଟୋକୁ ବର୍ତ୍ତମାନ କୃଷି ଆନ୍ଦୋଳନ ଦାବିରେ ଭାଇରାଲ କରାଯାଉଛି।

କୃଷି ଆନ୍ଦୋଳନ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଏକ ଖୋଲା ଅଞ୍ଚଳରେ ଶହ ଶହ ତମ୍ବୁର ଲଗା ହୋଇଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ,  କୃଷି  ଆନ୍ଦୋଳନରେ କୃଷକମାନେ ସିଙ୍ଗୁ ସୀମାରେ  ତମ୍ବୁକୁ ଲଗାଇଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ମିଥ୍ୟା ପ୍ରମାଣିତ ହେଲା।  […]

Continue Reading