ପୁରୁଣା ଫଟୋକୁ ତୁର୍କୀରେ ହୋଇଥିବା ଭୁକମ୍ପର ଦାବିରେ ଭାଇରାଲ କରାଯାଉଛି।
ତୁର୍କୀରେ ଗତ କିଛି ଦିନ ତଳେ ଭୂମିକମ୍ପ ହେବାର ଖବର ସାମ୍ନାକୁ ଆସିଥିଲା। ଏହା ସହ କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ଫଟୋ ମଧ୍ୟରୁ କିଛି ପୁରୁଣା ଫଟୋକୁ ବର୍ତ୍ତମାନର ତୁର୍କୀ ଭୂମିକମ୍ପର କହି ଭାଇରାଲ କରାଯାଉଥିବାର ପାଇଲୁ। 30 ଅକ୍ଟୋବରରେ Milan Pradhan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭୂମିକମ୍ପର କିଛି ପୋଷ୍ଟ କରିଥିଲେ। ଏବଂ ପୋଷ୍ଟରେ ଦାବି କରିଛନ୍ତି […]
Continue Reading
