ଭାଇରାଲ ଫୋଟୋ ନିକଟରେ ହାଥରସରେ ଗୋଟିଏ ସତସଙ୍ଗରେ ହୋଇଥିବା ଦଳାଚକଟା ଘଟଣା ନୁହେଁ। ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି।
ନିକଟରେ ହାଥରସରେ ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ସ୍ଥିତି ହୋଇଥିଲା ଯେଉଁଥିରେ ପ୍ରାୟ ୧୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଥିଲା। ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଲୋକଙ୍କ ଭିଡ଼ ମଧ୍ୟରେ ପୋଲିସ ଏବଂ କିଛି ଲୋକମାନେ ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ନେଇ ଯାଉଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ହାଥରସରେ ହୋଇଥିବା ଦଳାଚକଟା ସମୟର ଅଟେ ଏବଂ […]
Continue Reading