କ’ଣ ଭାଇରାଲ ହେଉଥିବା ଏହି ଫୋଟୋରେ ପୋଲିସ ଅର୍ଣବ ଗୋସ୍ଵାମୀଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ।
ଅର୍ଣବ ଗୋସ୍ଵାମୀଙ୍କ ଇରଫ ହେବା ପରେ ମୁମ୍ବାଇ ପୋଲିସର ତାଙ୍କ ପ୍ରତି ଦୁର୍ବ୍ୟବହାର ଖବର ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିଷୟ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଥିରେ ପୋଲିସ ଗୋଟିଏ ବ୍ୟକ୍ତିକୁ ମାରୁଛନ୍ତି। ଫେକ୍ଟ କୃସେଣ୍ଡୋ ଏହି ଫୋଟୋର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି […]
Continue Reading