କ’ଣ ପ୍ରିୟଙ୍କା ଗାନ୍ଧୀ ଭାରତ ମୂର୍ଖ ମାନଙ୍କ ଦେଶ ବୋଲି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଏପରି ଅନେକ ନେତାଙ୍କ ଟୁଇଟ ଭାଇରାଲ ହେଇଥିଲା ଯାହାକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ବୋଲି ପ୍ରମାଣ କରିଛି। ଏହି ପୋଷ୍ଟରେ ଭାଇରାଲ ହେଉଥିବା ଦାବିରେ କୁହା ଯାଇଅଛି ଯେ ପ୍ରିୟଙ୍କା ଗାନ୍ଧୀ ଭାରତକୁ ମୂର୍ଖ ମାନଙ୍କ ଦେଶ ବୋଲି କହିଛନ୍ତି। ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଟୁଇଟକୁ ମିଥ୍ୟା ବୋଲି ପାଇଲା। Facebook […]
Continue Reading