ବାଙ୍ଗଲାଦେଶ ରାସ୍ତା ନିର୍ମାଣ ଫଟୋକୁ ବିହାର ବିଜେପି ସରକାର ନିମ୍ନମାନର ରାସ୍ତା ନିର୍ମାଣକରୁଥିବା ଦାବିରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ବ୍ୟକ୍ତି ରାସ୍ତାରେ ବାଉଁ ପକାଇ ରାସ୍ତା ନିର୍ମାଣ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, କଣ୍ଟା ବାଉଁଶ ବତାରେ ନିର୍ମିତ ରୋଡ଼ ଢଳେଇ ବିହାର ମଧୁବନି ଜିଲ୍ଲାର ଇଟେ। ପୋଷ୍ଟର ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ ବିହାରର ନୁହେଁ ବରଂ ବାଙ୍ଗଲାଦେଶର ଅଟେ। 1 ଡିସେମ୍ବରରେ Pasa Gaan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ କୁ ପୋଷ୍ଟ […]
Continue Reading