ୟୁପିର କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋକୁ ଅଯୋଧ୍ୟା ରାମ ମନ୍ଦିର ଦାବିରେ ଭାଇରାଲ କରାଯାଉଛି।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆୟୋଯନ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ନିର୍ମାଣ କାର୍ଯ୍ୟର ଫଟୋ ଭାଇରାଲା ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ,ଭାଇରାଲ ଫଟୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 1 ନଭେମ୍ବରରେ Abhiram Mhakul ନାମକ ଜଣେ ଫେସବୁକ ୟୁଜର […]
Continue Reading