ଗଣିତଜ୍ଞ ନୀନା ଗୁପ୍ତା ରାମାନୁଜନ ପୁରସ୍କାର 2021ରେ ମିଳିଥିଲା, ବର୍ତ୍ତମାନ ନୁହେଁ

ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନକୁ ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ କରୁଥିବ ବାଳେ ଅନେକ ନ୍ୟୂଜ ଚ୍ୟାନେଲ ପଠାନ ଫିଲ୍ମର ପ୍ରୋମୋଶନକୁ ନେଇ ଚର୍ଚ୍ଚା କରୁଛନ୍ତି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ନୀନା ଗୁପ୍ତ ଗଣିତଜ୍ଞ ଯଦି ଆପଣ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଠାରୁ ଖାଲି ସମୟ ପାଆନ୍ତି, ତେବେ ଭାରତୀୟମାନେ ମଧ୍ୟ ସେମାନଙ୍କୁ ଚିହ୍ନିବା ଉଚିତ!  ତାଙ୍କୁ ରାମାନୁଜନ ପୁରସ୍କାରରେ ସମ୍ମାନିତ କରାଯାଇଛି, ସେ […]

Continue Reading

ପଠାନ୍ ଫିଲ୍ମ ବିଷୟରେ ‘ବିବିସି ନ୍ୟୁଜ୍’ର ଭାଇରାଲ୍ ଟ୍ୱିଟ୍ ନକଲି। ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବିବିସି ନ୍ୟୁଜର ଟୁଇଟର ଏକ ସ୍କ୍ରିନସଟ ସେୟାର କରାଯାଉଛି ଯେଉଁଥିରେ ବଲିଉଡ ଅଭିନେତା ଶାହରୁଖ ଖାନ ପାକିସ୍ତାନକୁ ତାଙ୍କର ଦ୍ୱିତୀୟ ଘର ବୋଲି କହିଛନ୍ତି ଏବଂ ତାଙ୍କ ଫିଲ୍ମ ‘ପଠାନ’ର ପ୍ରଥମ ଦିନର ଆୟ ପାକିସ୍ତାନୀ ଏନଜିଓକୁ ଦାନ କରାଯିବ ବୋଲି ଘୋଷଣା କରିଛନ୍ତି।  ଏହା ମଧ୍ୟ ଲେଖାଯାଇଛି ଯେ ଜନ୍ ଅବ୍ରହାମ ଏବଂ ଦୀପିକା ପାଦୁକୋନ, ଶାହାରୁଖ ଖାନଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ ବଏକଟ ଗ୍ୟାଙ୍ଗକୁ ସେମାନଙ୍କର ଭୟ ନାହିଁ […]

Continue Reading

କ’ଣ ଯୋଗୀ ଆଦିତ୍ୟନାଥ ପଠାନ୍ ସିନେମା ଦେଖିଲା ପରେ ଶାହରୁଖ ଖାନଙ୍କ ବିଷୟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି।? ଜାଣନ୍ତୁ ସତ୍ୟ। 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଅଭିନେତା ଶାହରୁଖ ଖାନଙ୍କ ବିଷୟରେ ନିଜ ମନ୍ତବ୍ୟ ଦେଉଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କ ସିନେମା ପଠାନ୍ ଦେଖିଲା ପରେ ପ୍ରତିକ୍ରିୟା ଏବଂ ସନ୍ଦେଶ ଦେଇଛନ୍ତି।  ଭିଡିଓରେ ଯୋଗୀ ଆଦିତ୍ୟନାଥ କହୁଛନ୍ତି, “ଆମ ଦେଶରେ ବାମପନ୍ଥୀ ବିଚାରଧାରା ରଖୁଥିବା କିଛି ଲେଖକ ଏବଂ କଳାକାର ମାନେ ଭାରତ ବିରୋଧୀ […]

Continue Reading