ବାଂଲାଦେଶ ପତାକା ବିକ୍ରୟ କରିବାରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କ ଭିଡିଓ ଭାରତର ନୁହେଁ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ସୁରକ୍ଷା କର୍ମୀ ବାଂଲାଦେଶୀ ପତାକା ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି। ଦାବି କରାଯାଉଛି ଯେ ଜଣେ ବିଏସଏଫ (ସୀମା ସୁରକ୍ଷା ବଳ) ଯବାନ ବାଂଲାଦେଶୀ ପତାକା ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଫୁଟବଲ୍ ଷ୍ଟାଡିୟମ ସାମନାରେ ପତାକା ବିକ୍ରୟ କରୁଥିବା ବିକ୍ରେତା କୁ ବାଂଲାଦେଶୀ ସେନା […]

Continue Reading

କାଲିଫୋର୍ନିଆ ଭିଡିଓକୁ ଭାରତୀୟ କୃଷି ଆନ୍ଦୋଳନକାରୀଙ୍କ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ରୁ ଅଧିକ ସେୟାର ହେବାରେ ଲାଗିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଭାରତୀୟ ଜାତୀୟ ପତାକା ଉପରେ ଠିଆ ହୋଇ ଏହାର ଅପମାନ କରୁଛନ୍ତି। ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଲୋକମାନେ ‘ଖାଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  27 ଜାନୁଆରିରେ Utkal tv odia ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading