ୟାସିନ ମଲିକଙ୍କ ପତ୍ନୀ କାନ୍ଦିବାର ପୁରୁଣା ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
କିଛି ଦିନ ପୁର୍ବରୁ ଆତଙ୍କବାଦୀ ପାଣ୍ଠିରେ ଦୋଷୀ ସାବ୍ୟସ୍ତ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯାହା ପରେ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ସୋସିଆଲ ପ୍ଲାଟଫର୍ମରେ ତାଙ୍କ ପତ୍ନୀ ମୁଶଲ ମଲିକଙ୍କ ଏକ ଭିଡିଓ ସେୟାର କରାଯାଉଛି। ଏଥିରେ ଆପଣ ତାଙ୍କ ପତ୍ନୀ କାନ୍ଦୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି କରାଯାଇଛି ଯେ, ତାଙ୍କ ସ୍ୱାମୀ ଆଜିବନ କାରାଦଣ୍ଡ ପାଇବା ମାତ୍ରେ ସେ କାନ୍ଦିବା […]
Continue Reading