ଉତ୍ତରାଖଣ୍ଡର ଦେବିଧୁରମନ୍ଦିରର ରୀତିନୀତି ର ପୁରୁଣା ଭିଡିଓକୁ ମହାକୁମ୍ଭରେ ସାମ୍ପ୍ରଦାୟିକ ଦଙ୍ଗା ଦାବି ସହିତ ସେୟାର କରା ଯାଉଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପରସ୍ପର ଉପରେ ପଥର ପିଙ୍ଗୁଥିବା ନଜର ଆସିଛନ୍ତି। ଅନେକ ଗେରୁଆ ବସ୍ତ୍ର, ଧଳା ପୋଷାକ ଏବଂ ଆଖ-ପାଖରେ ଥିବା କୋଠା ଗୁଡ଼ିକ ଦେଖିବା ପରେ ଏପରି ବ୍ଯତୀତ ହେଉଛି ଯେ ଏହା କୌଣସି ଧର୍ମଶାଳର ଘଟଣା। ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାର ଘଟଣା ଅଟେ। ଭିଡିଓ ସେୟାର କରି ଏପରି କୁହା ଯାଉଛି […]
Continue Reading