ସୈନ୍ୟମାଙ୍କୁ ଅଟକାଉଥିବା ପ୍ରଦର୍ଶନକାରିଙ୍କ ଏହି ଭିଡିଓ ପଶ୍ଚିମବଙ୍ଗର ନୁହେଁ ବରଂ ବାଂଲାଦେଶର।
ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଉଛି, ଯେଉଁଥିରେ , ପ୍ରଦର୍ଶନକାରୀମାନେ ଦାତରେ ଲାଠୀ ଧରୀ ଦେଶର ସୈନିକମାନଙ୍କ ଗାଡ଼ି ସାମନାରେ ବାଧା ସୃଷ୍ଟୀ କରୁଥିବା ଏହି ଭିଡିଓ ଦାବି କରାଯାଉଛି ଯେ ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ। ଯେଉଁଠାରେ ଆହତ ସେନା ସୈନିକଙ୍କୁ ଡାକ୍ତରଖାନା ନେବାବେଳେ ଗାଡି ଅଟକି ଯାଇଥିଲା। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ବେଙ୍ଗଲରେ ଆହତ ସେନା ସୈନିକଙ୍କୁ ଡାକ୍ତରଖାନା ନେବାବେଳେ ଗାଡି ଅଟକି ଯାଇଥିଲା, ଏହା ହେଉଛି ଅବସ୍ଥା। ତୁମର […]
Continue Reading