କ’ଣ ଟି୨୦ ବିଶ୍ଵ କପରେ ଭାରତ ଠାରୁ ପରାଜିତ ହେବ ପରେ ପାକିସ୍ତାନୀ ସମର୍ଥକ ମାନେ ଟିଭି ଭାଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ।
ଟି୨୦ ବିଶ୍ଵ କପରେ ପାକିସ୍ତାନ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ସମର୍ଥକଙ୍କ ଦ୍ଵାରା ଟିଭି ଭାଙ୍ଗୁଠିବା ଭିଡିଓ ଏବଂ ପୋସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି। ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଏପରି ଅନେକ ପୋଷ୍ଟର ଖଣ୍ଡନ କରି ସାରିଛି। ଆପଣ ମାନେ ସେହି ପୋଷ୍ଟ ଗୁଡ଼ିକ ଏଠାରେ ଏବଂ ଏଠାରେ ଦେଖି ପାରିବେ। ବର୍ତ୍ତମାନ ସମାନ ପ୍ରକାରର ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ଦେଖିବାକୁ ମିଳିଛି ଯେ […]
Continue Reading