ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାଜୟ ସ୍ୱୀକାର କରିବାର ଭିଡିଓ ଏଡିଟ୍ କରା ଯାଇଛି
୧୦ ମଇ ୨୦୨୫ ରେ, ଭାରତ ସରକାର ଘୋଷଣା କରିଥିଲେ ଯେ ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଧ୍ୟ ରୋକିବା ନେଇ ଏକ ଚୁକ୍ତିନାମା ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ଅନୁଯାୟୀ, ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO) ଅପରାହ୍ନ ୩.୩୫ ରେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ଉଭୟ ପକ୍ଷ ସେହି ଦିନ ସକାଳ ୫.୦୦ ସୁଦ୍ଧା ଗୁଳିଚାଳନା ବନ୍ଦ କରିବାକୁ ରାଜି ହୋଇଥିଲେ। ତଥାପି, […]
Continue Reading