କତାରର ଭିଡିଓକୁ କେରଳର ଲୋକମାନେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବା ଦାବିରେ ଭାଇରାଲ ହେଉଛି।

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଲୋକମାନେ ପାଲେଷ୍ଟାଇନ ପତାକା ସହିତ ପ୍ରଦର୍ଶନ କରିବା ସହ ମାଲାୟାଲାମରେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳୁଛି। ଭିଡିଓଟିର କ୍ୟାପସନରେ ଲେଖାଯାଇଛି ଯେ, ଏହି ଭିଡିଓ କେରଳର ୱେନାଡରୁ ଆସିଛି, ଯେଉଁଠାରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। “ଏହା ଗାଜା କିମ୍ବା ବାଗଦାଦ କିମ୍ବା ତେହେରାନ ନୁହେଁ, ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଏହି ହାମାସ୍ ଜେହାଦୀମାନେ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ କେରଳର ୱେନାଡରେ ଅଟେ। ଆମ ଅନୁସନ୍ଧାନରେ […]

Continue Reading