କ’ଣ ଏହି ଭିଡିଓରେ ଇସ୍ରାଏଲି ମଭିଲା ମାନେ କିଛି ମୁସ୍ଲିମ ସମ୍ପ୍ରଦାୟ ଲୋକଙ୍କୁ ଫ୍ରାନ୍ସରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ। 

କିଛି ଝିଅ ମାନେ ପୁଅ ମାନଙ୍କ ଏକ ଦଳକୁ ମାଡ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଭିଡିଓ ଫ୍ରାନ୍ସ ଦେଶର ଅଟେ ଯେଉଁଠାରେ କିଛି ହମାସ୍ ସମର୍ଥକ ମାନେ ଇସ୍ରାଏଲି ଝିଅ ମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଝଗଡା ସୃଷ୍ଟି ହୋଇଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ନାଟକର ଭିଡିଓ ଅଟେ ଯାହା ଅସଲି ଘଟଣା […]

Continue Reading

କ’ଣ ଭିଡିଓରେ ମୁସଲିମ ଲୋକ ମାନେ ଲଣ୍ଡନ୍ ର ରାସ୍ତା ମଝିରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ମୁସଲିମ ଲୋକମାନେ ରାସ୍ତା ମଝିରେ ନମାଜ ପଢୁଛନ୍ତି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଏହି ଦୃଶ୍ୟ ଲଣ୍ଡନ୍ ସହରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ସମାନ ଦାବିର ଏକ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ୧୦ ଅକ୍ଟୋବରରୁ ଭାଇରାଲ ହେବା ମିଳିଲା। ମଞ୍ଜିତ ବଗ୍ଗା ନାମକ ଜଣେ ଟୁଇଟର […]

Continue Reading

କ’ଣ ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଫଟୋ କି ?

ସୋସିଆଲ ମିଡିଆରେ ଅଶୋକ ସ୍ତମ୍ବ ସ୍ଥାପନାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ବ୍ୟକ୍ତି ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Prahallad Pentia  ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଫ୍ରାନ୍ସ […]

Continue Reading

2015 ଭିଡିଓ ବର୍ତ୍ତମାନ ଫ୍ରାନ୍ସ ସଂସଦରେ କୁରାନ ବିଷୟରେ ଆଲୋଚନା କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

କୋରାନ ଧରିଥିବା ଜଣେ ବ୍ୟକ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେମାନେ କୁରାନକୁ “ସମସ୍ତ ମନ୍ଦତାର ମୂଳ” ବୋଲି କହୁଥିବାର ଶୁଣାଯାଇପାରିବ। ସୋସିଆଲ ମିଡିଆରେ ଏହି ଭିଡିଓ କୁ ନେଇ ଦାବି କରିଛନ୍ତି ଯେ, ଏହା ଫ୍ରାନ୍ସ ସଂସଦର ଉପସ୍ଥିତ ଜଣେ ସାଂସଦ କୋରାନ ଦେଖାଇ କହୁଛନ୍ତି ଯେ, କୋରାନ ହିଁ ସମସ୍ତ ସମସ୍ୟାର କାରକ ଅଟେ। ପ୍ୟାରିସ ରାସ୍ତାରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଫ୍ରାନ୍ସରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।ଏହାକୁ […]

Continue Reading

ସ୍ପେନର ଭିଡିଓକୁ ଫ୍ରାନ୍ସର କହି ଭାଇରାଲ କରାଯାଉଛି।

ଫ୍ରାନ୍ସରେ ଗତ କିଛି ଦିନ ହେଲା ହେଉଥିବା ବିବିଦକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓଟି ଫ୍ରାନ୍ସର ଏକ ସହରର ଅଟେ।  ଭାଇରାଲ ଭିଡିଓରେ ପୋଲିସ ଏକ ରାସ୍ତାରେ ଲୋକଙ୍କୁ ଗିରଫ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଫ୍ରାନ୍ସରେ ପୋଲିସ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ଅଟେ। 5 […]

Continue Reading

5 ବର୍ଷ ପୁରୁଣା ଫଟୋକୁ ମୁସ୍ଲିମମାନଙ୍କୁ ଫ୍ରାନ୍ସ ଲୋକମାନେ ଗୋଡେଇ ଗୋଡେଇ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

ଫ୍ରାନ୍ସରେ ସାଂଘାତିକ ହିଂସାରେ 4ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ନେଇ ଫ୍ରାନ୍ସରେ ଇସଲାମିକ ବିଚ୍ଛିନ୍ନତା ଏବଂ ମୌଳିକତାର ମାମଲା ଗରମ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ କରାଯାଇ ଆଲୋଚନା କରାଯାଉଛି।  ସୋସିଆଲ ମିଡିଆରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଛନ୍ତି। ଫଟୋରେ, ମହିଳା […]

Continue Reading

No Islam, No Sharia, No Halal ଫଟୋ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ?

24 ଅକ୍ଟୋବରରେ ଦୁଶ୍ମନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ଲେଖା ଯାଇଛି, No Islam, No Sharia, No Halal. ପୋଷ୍ଟରେ ଦାବି କରାଯାଇଛି ଏହି ଫଟୋ ଫ୍ରାନ୍ସ ପ୍ରଦର୍ଶନର ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, #ଫ୍ରନ୍ସ ର #ରାଷ୍ଟ୍ରପତି ନିକଟରେ #ଈସଲାମ_ସନ୍ତ୍ରାସ ଉପରେ ଯେପରି ସ୍ପଷ୍ଟ ଭାବରେ ମତାମତ ରଖିଲେ ଠିକ ସେହିପରି ଭାବେ ପ୍ରତ୍ଯେକ #ରାଷ୍ଟ୍ରଧକ୍ଷ୍ୟ ସେହିପରି ସ୍ପଷ୍ଟ […]

Continue Reading