ଓଡ଼ିଶାରେ ଏକ ମୃତ ମହିଳାଙ୍କ ଶରୀରକୁ ଭାଙ୍ଗି ବସ୍ତାରେ ପୁରାଉଥିବା ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ହସ୍ପିଟାଲରେ ଦୁଇଟି ଲୋକ ଜଣେ ମହିଳାଙ୍କ ଶରୀରକୁ ଭାଙ୍ଗିବାର ଚେଷ୍ଟା କରୁଥିବା ଜଣା ପଡ଼ୁଛି। ଦାବି କରି ଏପରି ପୋଷ୍ଟ ସେୟାର କରା ଯାଇଛି ଯେ ଏହା ଓଡ଼ିଶା ର ଘଟଣା ଯାହା ନିକଟରେ ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ପ୍ରାୟ ୧୦ ବର୍ଷ ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟ ଘଟଣା […]

Continue Reading

ଫୋଟୋରେ ଥିବା ମହିଳା ସୌମ୍ୟଶ୍ରୀ ବିସିଙ୍କୁ ଆତ୍ମହତ୍ୟା ପାଇଁ ଇନ୍ଧନ ଦେଇ ନାହାଁନ୍ତି। ଏହା ଏକ ପୁରୁଣା ଏବଂ ଅସମ୍ପର୍କିତ ଫୋଟୋ।

ସୌମ୍ୟଶ୍ରୀ ବିସି ମାସେ ପୂର୍ବରୁ ତାଙ୍କ କଲେଜର ବିଭାଗୀୟ ମୁଖ୍ୟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, କିନ୍ତୁ ତାଙ୍କ ଅଧ୍ୟକ୍ଷ, ସ୍ଥାନୀୟ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଅଣଦେଖା କରାଯାଇଥିବା ଅନୁଭବ କରି ସେ କଲେଜ ପରିସରରେ ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ ପରେ ଜୁଲାଇ ୧୪ ତାରିଖରେ AIIMS ଭୁବନେଶ୍ୱରରେ ତାଙ୍କର ଆଘାତ ଯୋଗୁଁ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ […]

Continue Reading

ଜାତୀୟ ରାଜପଥରେ ବସି ଡାହାଡୁଥିବା ବାଘର ଏହି ଭିଡିଓ କର୍ଣ୍ଣାଟକା ରାଜ୍ୟର ଅଟେ।

ରାଜପଥରେ ବସି ଦାହାଡୁଥିବା ଏକ ବାଘର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବାଘ ରାଜପଥରେ ଦାହାଡୁଥିବା ବେଳେ ଲୋକେ ଭୟଭୀତ ହୋଇ ସେ ସ୍ଥାନରୁ ଦଉଡ଼ି ପଳାଉଛନ୍ତି। ଦାବି କରା ଯାଉଛି ଯେ ଏହି ଘଟଣା ଭଦ୍ରକ-ବାଲେଶ୍ଵର ରାଜପଥର ଏକ ସ୍ଥାନରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭଦ୍ରକ-ବାଲେଶ୍ଵର ରାଜପଥ ଘଟଣା ନୁହେଁ। ଏହା କର୍ଣ୍ଣାଟକା […]

Continue Reading

ଓଡିଶା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଅଧିକାରୀମାନେ ନିର୍ଦ୍ଦୟ ଭାବରେ ଅଭିଯୁକ୍ତଙ୍କୁ ମାଡ ମାରୁଛନ୍ତି କି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହରବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଉଲଗ୍ନ ଭାବରେ ଅବସ୍ଥାରେ ତଳେ ପଡି ରହିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି କାଠରେ ତାଙ୍କୁ ମାରୁଥିବା ଜଣା ପଡୁଛି। ଦାବି କର ଯାଉଛି ଯେ ନିକଟରେ ଓଡ଼ିଶାର ରେଳ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଷ୍ଟେସନ୍ ମାଷ୍ଟର ମୋହମ୍ମଦ ଶରିଫଙ୍କୁ ସିବିଆଇ ମାଡ ମାରୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଘଟନା […]

Continue Reading

କ’ଣ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ଓଡିଶା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କ ପାଇଁ ରକ୍ତ ଦାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ବାଲେଶ୍ଵରର ବାହାନଗାରେ ହେଇଥିବା ଏକ ବିଶାଳ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତ ଭାବରେ ଆଘାତ ହୋଇଛନ୍ତି। ଏହା ନେଇ ଦେଶର ଅନେକ ନେତା ଏବଂ ଜନସାଧାରଣ ଲୋକେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ରକ୍ତଦାନ କରୁଛନ୍ତି। ଦାବି କରା […]

Continue Reading