କ’ଣ ଅଯୋଧ୍ୟାରେ ରାମ ମନ୍ଦିରର ରାମଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ ନିର୍ମାଣ କରା ଯାଇଛି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ସଞ୍ଜୟ ରାଉତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କେନ୍ଦ୍ରରେ ବିଜେପି ସରକାର ଉପରେ ଅଭିଯୋଗ ଆଣିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ରାମ ଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ କରା ଯାଇଛି। ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ କରା ଯିବାର ନିର୍ଣୟ ହୋଇଥିଲା ସେଠାରେ ମନ୍ଦିର ନିର୍ମିତ ହୋଇ ନାହିଁ। ଭାଇରାଲ ଭିଡିଓରେ ସେ କହୁଛନ୍ତି, “ଯାଇ ଦେଖନ୍ତୁ ମନ୍ଦିର ସେଠାରେ ନିର୍ମାଣ ହୋଇଛି […]
Continue Reading