କ’ଣ ତାଲିବାନ ଭୟରେ ଆଫଗାନିସ୍ତାନର ଜଣେ ବ୍ୟକ୍ତି ଉଡୁ ଥିବା ବିମାନ ବାହାରେ ସୋଇଛି? ଜାଣନ୍ତୁ ସତ୍ୟ।
ତାଲିବାନ ଆଫଗାନିସ୍ତାନ ଉପରେ ନିଜ ଅଧିକାର ଜମାଇବା ପରେ ସେଠିକାର ସ୍ଥାନୀୟ ଲୋକେ ଭୟବିତ ହୋଇ ଦେଶ ଛାଡି ପଳାଇବାର ଚେଷ୍ଟା କରୁଛନ୍ତି। ନିକଟରେ ଏପରି ଏକ ଘଟନା ଦେଖିବାକୁ ମିଳିଥିଲା ଯେଉଁଥିରେ ଦୁଇଟି ଲୋକେ ଆକାଶରୁ ବିମାନରୁ ଖସି ପଡିଥିଲେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେକିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଉଡୁଥିବା ବିମାନର ଟର୍ବାଇନ ଇଞ୍ଜିନ ଉପରେ ସୋଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଆଫଗାନିସ୍ତାନରେ ତାଲିବାନର କ୍ରୁରତା […]
Continue Reading