ଯୋଗୀ ଆଦିତ୍ୟନାଥଙ୍କ ବ୍ୟାନର ମାର୍ଚ୍ଚ ୨୦୨୫ ରେ ନେପାଳରେ ହୋଇଥିବା ରାଜତନ୍ତ୍ର ସମର୍ଥକ ରାଲିରୁ ଆସିଛି।

ସାମାଜିକ ଗଣମାଧ୍ୟମ ଉପରେ ସରକାରଙ୍କ ନିଷେଧ ପରେ ନେପାଳରେ ବ୍ୟାପକ ଅଶାନ୍ତି ଦେଖାଦେଇଛି। ପ୍ରଦର୍ଶନଗୁଡ଼ିକ ଶୀଘ୍ର ହିଂସାତ୍ମକ ହୋଇଗଲା, ସଂଘର୍ଷରେ ଅନେକ ଲୋକ ମୃତ୍ୟୁ ଏବଂ ଆହତ ହେଲେ। ପ୍ରଦର୍ଶନକାରୀମାନେ ସଂସଦ, ସରକାରୀ କାର୍ଯ୍ୟାଳୟ ଏବଂ ନେତାଙ୍କ ବାସଭବନ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି। ପରିସ୍ଥିତି ଖରାପ ହେବା ସହିତ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି, ଏବଂ ଉତ୍ତେଜନା କମ କରିବା ପାଇଁ ନିଷେଧ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ, ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ […]

Continue Reading

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ତାଙ୍କୁ ନିଜ ଝିଅ ସାମନାରେ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଝିଅ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଫିଲିପିନ୍ସରେ ଖ୍ରୀଷ୍ଟିଆନ ଧାର୍ମିକ ଶୋଭାଯାତ୍ରାକୁ ବାଂଲାଦେଶରେ ହିନ୍ଦୁ ମାନଙ୍କର ବିରୋଧ ପ୍ରଦର୍ଶନ ଦାବି ସହିତ ସେୟାର କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ବିଶାଳ ଭିଡ଼ ଗୋଟିଏ ଫାଟକ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରିଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହି ଭିଡ଼ରେ ଥିବା ଲୋକମାନେ ବାଂଲାଦେଶର ହିନ୍ଦୁ ଅଟନ୍ତି, ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏକଜୁଟ ହୋଇ ବିରୋଧ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଫିଲିପିନ୍ସ ଦେଶରେ ଖ୍ରୀଷ୍ଟିଆନ […]

Continue Reading

ବାଂଲାଦେଶରେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇବାର ଭିଡିଓ ଏହାକୁ ମନ୍ଦିର ବୋଲି ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅଗଷ୍ଟ ୫ ରେ ଦେଶ ଛାଡି ପଳାଇବା ପରେ ବାଂଲାଦେଶରେ ବିଶୃଙ୍ଖଳା ଓ ହିଂସା ବ୍ୟାପିଗଲା। ଏହି ସମୟରେ ଏକ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଏକ ହିନ୍ଦୁ ମନ୍ଦିର ଜଳିଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନିଆଁ […]

Continue Reading

ବାଂଲାଦେଶୀ ବିକ୍ଷୋଭକାରୀ ମାନେ କ୍ରିକେଟର ଲିଟନ୍ ଦାସଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। 

ବାଂଲାଦେଶର ଅବସ୍ଥା ଆହୁରି ଖରାପ ହେବା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇଛନ୍ତି। ଅଶାନ୍ତି ମଧ୍ୟରେ ସୋସିଆଲ ମିଡିଆରେ ନିଆଁ ଲାଗିଯାଇଥିବା ଘରର ଫୋଟୋ ଭାଇରାଲ ହେବାରେ ଲାଗିଛି। ସେଠାରେ କିଛି ଲୋକମାନେ ମଧ୍ୟ ଚିଡ଼ା ହୋଇଛନ୍ତି।  ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଘର ବାଂଲାଦେଶୀ କ୍ରିକେଟର ଲିଟନ୍ ଦାସଙ୍କର ଅଟେ। ଉପଭୋକ୍ତାମାନେ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିବାରୁ ଏହି ଦାବି ଧ୍ୟାନ […]

Continue Reading

କ’ଣ ବିଜେପି କାର୍ଯ୍ୟକର୍ତ୍ତା ପେଟ୍ରୋଲ୍ ଏବଂ ଗ୍ଯାସ୍ ଦରରେ ବୃଦ୍ଧି ନେଇ ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଏକ ଫୋଟୋ ଭାଇରାଲ ହେବରେ ଲାଗିଛି। ଫୋଟୋ ସହିତ କୁଆ ଯାଇଛି ଯେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ଏମାନେ ଉଲଗ୍ନ ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଫୋଟୋର ପେଟ୍ରୋଲ୍ କିମ୍ବା […]

Continue Reading

କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ ଦାବିରେ ଭାଇରାଲ ଫଟୋର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିରୋଧ ଏବଂ ସମର୍ଥନ କରିବା ପାଇଁ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ପୋଷ୍ଟ କରାଯାଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ଏକ ବ୍ୟାନର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ କରିବାକୁ ଦାବି କରାଯାଇଛି। ଭାଇରାଲ ଫଟୋ ସହା ଦାବି କରାଯାଉଛି ଯେ, ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଏହା ଫଟୋ ଅଟେ। ଏବଂ କୃଷକମାନେ […]

Continue Reading

ମହାରାଷ୍ଟ୍ରର କୃଷକ ପ୍ରଦର୍ଶନ ଫଟୋକୁ ଦିଲ୍ଲୀର କହି ଭାଇରଲା କରାଯାଉଛି।

 ଦିଲ୍ଲୀରେ କୃଷକ ବିରୋଧ ପ୍ରଦର୍ଶନ କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ ବସିଥିବାର ଦେଖାଯାଉଛି। ଫଟୋସହ ଦାବି କରାଯାଉଛି ଯେ, ଦିଲ୍ଲୀରେ କୃଷକ ଆନ୍ଦୋଳନ ଦେଖନ୍ତୁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  30 ନଭେମ୍ବରରେ Purna Chandra Biswal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ […]

Continue Reading