କ’ଣ ଏହି ଫୋଟୋରେ ଶାହିନବାଗ ଦାଦି ବିଲକିସ ବାନୋ କୃଷକ ଆନ୍ଦୋଳନରେ ନିଜ ଯୋଗଦାନ ଦେଇଥିବାର ଫୋଟୋ ଅଟେ। ଜାଣନ୍ତୁ ସତ୍ୟ।
କୃଷକ ଆନ୍ଦୋଳନ ଗତ କିଛି ସପ୍ତାହରୁ ଲାଗି ରହିଛି। ଏହି ଆନ୍ଦୋଳନ ନେଇ ଫେକ୍ଟ କୃସେଣ୍ଡୋ ନେକ ବିଭ୍ରାନ୍ତକରି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି। ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶାହିନବାଗ ଧାରଣାର ପ୍ରସିଦ୍ଧ ଦାଦି ବିଲକିସ ବାନୋ ବର୍ତମାନ କୃଷକ ଆନ୍ଦୋଳନରେ ଯୋଗଦାନ ଦେଇଛନ୍ତି। ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? […]
Continue Reading