ପ୍ରଧାନମନ୍ତ୍ରୀ ମୋଦିଙ୍କ ପାରିବାରିକ ଜୀବନ ଉପରେ ରେଖା ଗୁପ୍ତା ମନ୍ତବ୍ୟ ଦେଉଥିବା ଭିଡିଓ ର ସତ୍ୟତା କ’ଣ? 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ମଞ୍ଚରୁ ଭାଷଣ ଦେଉଛନ୍ତି। ଭିଡିଓରେ ରେଖା ଗୁପ୍ତା କହୁଛନ୍ତି, “ଯେଉଁ ବ୍ୟକ୍ତି ନିଜ ପରିବାରକୁ ପରିଚାଳନା କରିପାରିବେ ନାହିଁ ସେ କିପରି ବିହାରକୁ ପରିଚାଳନା କରିପାରିବେ? ଯଦି ସେ ନିଜ ପରିବାରକୁ ପରିଚାଳନା କରିପାରିବେ ନାହିଁ, ଯଦି ସେ ଏହାକୁ ପରିଚାଳନା କରିପାରିବେ ନାହିଁ, ତେବେ ବିହାରର ଶାସନ ଶକ୍ତିକୁ ଶକ୍ତିଶାଳୀ ହାତକୁ ହସ୍ତାନ୍ତର କରାଯିବା ଉଚିତ।” ଭିଡିଓଟିକୁ ଏହି […]

Continue Reading

କ’ଣ ଫୋଟୋରେ ଥିବା ଦୃଶ୍ୟ ବିହାର ରାଜ୍ୟର ତାଲାବନ୍ଦ ସମୟର ଦୃଶ୍ୟ ଅଟେ?

ବିହାର ନିର୍ବାଚନ ନିକଟ ଆସିଥିବାରୁ ବର୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ରାଜନୈତିକ ପାର୍ଟି ବିରୁଦ୍ଧରେ ପୋଷ୍ଟ ଭାଇରାଲ ହେବା ଦେଖିବା କୁ ମିଳିଛି। ଏମିତି ସମୟରେ ଜଣେ ଫେସବୁକ ୟୁଜର ତାଲାବନ୍ଦ ସମୟରେ ଭାଇରାଲ ହେଇଥିବା ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି କି ଏହି ଫୋଟୋ ବିହାର ରାଜ୍ୟର ଅଟେ। ଏହି ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ଗୋଟିଏ ଟ୍ରକ୍ ଉପରେ କିଛି ଲୋକ ବସିଥିବା ସମୟରେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଟ୍ରକ୍ […]

Continue Reading