ଝିଅକୁ ବୃଦ୍ଧ ବ୍ୟକ୍ତି ସହିତ ବିବାହ କରିବା ଦାବିରେ ଭାଇରାଲ ଭିଡିଓ ସ୍କ୍ରିପଟେଡ ଅଟେ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ଏବଂ ବୃଦ୍ଧ ବ୍ୟକ୍ତିର ବିବାହ ହେଉଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଇଛି ଯେ, ଏହା ଏକ ସତ୍ୟ ଘଟଣା । ଝଅକୁ ଏକ ସରକାରି ଚାକିରିଆ ବୁଢ଼ା ସହ ବିବାହ କରାଯଛନ୍ତି, ଯେଉଁଥିବା ଝଅଟି ବୋରେଧ କରୁଛି। Dwitikrushna Das ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବୁଢ଼ା ବର ଝିଅକୁ […]
Continue Reading