କ’ଣ ବନ୍ୟା ପାଣିରେ ଏହି କୁମ୍ଭୀରଟି ଓଡିଶାର ବୈତରଣୀ ନଦୀରେ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।
ପ୍ରବଳ ବର୍ଷା କାରଣରୁ ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ସମସ୍ଯା ସୃଷ୍ଟି ହୋଇଛି। ନିକଟରେ ଗଣମାଧ୍ୟମରେ ବନ୍ୟା ପାଣିରେ କୁମ୍ଭୀର ଦେଖା ଯାଇଥିବାର ଅନେକ ସମ୍ବାଦ ଆସିଛି। ଗତ ମାସ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଧ୍ୟ ଏକ ଆବାସିକ ସ୍ଥାନରେ କୁମ୍ଭୀରର ଆତଙ୍କ ଖବର ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବନ୍ୟା ପାଣିରେ କୁମ୍ଭୀରକୁ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଫୋଟୋ ଓଡ଼ିଶାର ଧାମନଗର […]
Continue Reading