ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ମଦ ବ୍ୟାପାର ନିଷେଧ କରିବା ନିଷ୍ପତ୍ତି ନେଇଛନ୍ତି କି? 

ଓଡ଼ିଶାରେ ବିଜେପି ବିଧାନସଭା ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇ ବିଜେପି ସରକାର ଆସିବା ପରେ ଅନେକ ଯୋଜନା ଏବଂ ନୂତନ ସରକାରର ପଦକ୍ଷେପ କ’ଣ ରହିବା ନେଇ ଚର୍ଚ୍ଚା ଲାଗି ରହିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ମଦ ବ୍ୟାପାର ବନ୍ଦ […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ରାମ ମନ୍ଦିର ଭୂମି ପୂଜନ ସମୟର ଭିଡିଓକୁ ବିଭ୍ରାନ୍ତକର ଦାବିରେ ଭାଇରାଲ କରାଯାଉଛି।

ଦିପାବଳୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଣ ଫୁଟାଇବା ପାଇଁ ମନା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗି ଆଦିତ୍ୟନାଥଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଧୁରି ବୁଲୁଛି। ଏହି ପୋଷ୍ଟକୁ ଦିପାବଳି ପରଦୀନଠାରୁ ସେୟାର କରାଯାଉଛି। ଭିଡିଓରେ ଯୋଗୀ ଆଦିତ୍ୟନାଥ ଏକ କୁମ୍ପି ବାଣ ଫୁଟାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିପାବଳୀରେ ପ୍ରଦୁଷଣ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 17 ନଭେମ୍ବରରେ Sangram Babu […]

Continue Reading