କ’ଣ ଭାରତର ମୁସ୍ଲିମମାନେ ତ୍ରିରଙ୍ଗା ଜାଳୁଛନ୍ତି ?
ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ତ୍ରିରଙ୍ଗା ପତାକା ଜାଳୁଥିବାର ଦେଖାଯାଉଛନ୍ତି। ଫୋଟୋରେ ମୁସ୍ଲିମ ଲୋକମାନେ ଏହି ତ୍ରିରଙ୍ଗା ପତାକା ଜଳାଉଥିବାରୁ ଏହାକୁ ସାମ୍ପ୍ରଦାୟକ ରୂପ ଦେଇ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଫୋଟୋ ଭାରତର ଅଟେ। Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ଏମାନଙ୍କ ବିରୋଧ କେବଳ ଜଣେ ବ୍ୟକ୍ତି […]
Continue Reading