ଭାରତ ସରକାର ରେଲୱେକରୁ ଅଦାନୀକୁ ବିକ୍ରି କରିଥିବା ଦାବିରେ ମିଥ୍ୟା ଅଟେ।
ସୋସିଆଲ ମିଡିଆରେ ଆଦାନୀଙ୍କ ସହ ଟ୍ରେନ୍ ଇଞ୍ଜିନର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଶାସକ ବିଜେପି ସରକାର ଭାରତୀୟ ରେଳବାଇ ଆଦାନୀ ଗ୍ରୁପକୁ ବିକ୍ରି ହୋଇଥିବାର ସୂଚନା ଦେଇଛନ୍ତି। Siba Prasad Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ସେୟାର କରାଯାଇଛି। ଭାଇରାଲ ଫୋଟୋ ସହିତ ଲେଖାଯାଇଛି ଯେ, “ମୋଦୀ” ମାଟିର ଶପଥ ଖାଇ କହିଥିଲା ସେ ଦେଶ ବିକିବାକୁ ଦେବନାହିଁ । ଦେଶର ଅଧାରୁ ଅଧିକ ସରକାରୀ ସମ୍ପତ୍ତି କୁ […]
Continue Reading