କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଭାରତ ସେନା ଯବାନର ସିଆଚିନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଦୁଇଟି ଫୋଟୋ ପ୍ରଚାରିତ ହୋଇଛି ଯେ ସିଆଚେନରେ ପ୍ରବଳ ଥଣ୍ଡା ପାଗ ଏବଂ ପରିବେଶ ସମ୍ମୁଖୀନ ହେଉଥିବା ଭାରତୀୟ ସେନା ଯବାନଙ୍କ ଫୋଟୋ ଅଟେ।  କିନ୍ତୁ ଯେତେବେଳେ ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରିଲା ସେତେବେଳେ ଏହି ଫୋଟୋରେ ଥିବା ବ୍ୟକ୍ତି ଭାରତୀୟ ସେନା ଯବାନ ନୁହେଁ ବୋଲି ପ୍ରମାଣ ମିଳିଲା।  କ’ଣ ଦାବି ଏହି ପୋଷ୍ଟର? ଏହି ପୋଷ୍ଟରେ ଥିବା ଫୋଟୋରେ ଦାବି କରା ଯାଇଅଛି ଯେ ଏହା ସିଆଚେନ […]

Continue Reading

ଭାରତୀୟ ସୈନ୍ୟମାନେ 19 ନଭେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମିରରେ 200ରୁ ଅଧିକ ଆତଙ୍କିଙ୍କୁ ଦମନ କରିଛନ୍ତି କି ?

ସୋସିଆଲ ମିଡିଆରେ ଭରତୀୟ ସୈନ୍ୟମାନଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଫଟୋରେଥିବା ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀରରେ 200ରୁ ଅଧିକ ଆତଙ୍କିମାନଙ୍କୁ ଦମନ କରିଛନ୍ତି ଏବଂ ସୁରକ୍ଷିତ ଭାବେ ଫେରିଛନ୍ତି। ଆଣ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲ।  19 ନଭେମ୍ବରରେ Bablu Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ […]

Continue Reading