କ’ଣ ତିରଙ୍ଗାର ଅପମାନ ହେଉଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ନେଇ ଅନେକ ପ୍ରଚାର ଚାଲିଛି। ସେହି ଭଳି ଗୋଟିଏ ପୋଷ୍ଟରେ କିଛି ଯୁବକ ଭାରତୀୟ ପତାକାକୁ ଅପମାନ କରୁଥିବା ଏକ ଫୋଟୋ ସେୟାର କରି ଏହାକୁ ଚାଲୁଥିବା କୃଷକ ଆନ୍ଦୋଳନ ସହ ଯୋଡ଼ୁଛନ୍ତି। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ପୋଷ୍ଟର? ୧୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ କିଛି ଲୋକ ଭାରତ ପତାକାକୁ ଅପମାନ […]
Continue Reading