ବାଂଲାଦେଶର ଭିଡିଓକୁ ଭାରତରେ ଟ୍ରେନ୍ ଲାଇନଚ୍ୟୁତ ଉଦ୍ୟମ ବୋଲି ମିଥ୍ୟା ଦାବି ସହିତ ସେୟାର କରାଯାଉଛି।

ପିଲାମାନେ ଏକ ଟ୍ରେନକୁ କ୍ଷତି ପହଞ୍ଚାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ, ଆମେ ଏକ ପିଲାକୁ ଏକ ସ୍ଥିର ଟ୍ରେନର ଇଞ୍ଜିନକୁ ପଥର ଫିଙ୍ଗୁଥିବା ଏବଂ କିଛି ପିଲା ଇଞ୍ଜିନ ଉପରେ ଠିଆ ହୋଇଥିବାର ଦେଖିପାରୁଛୁ। ଏହି ଭିଡିଓକୁ ଭାରତରେ ଘଟିଥିବା ଏକ ଘଟଣା ପରି ସେୟାର କରା ଯାଇଛି।  କ୍ଲିପ୍ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ସୀମା ଆର ପାଖରେ ଥିବା ପାକିସ୍ତାନୀ ମାନଙ୍କୁ ଭୟ ନାହି କାରଣ ସୀମାରେ […]

Continue Reading