2019 ଭିଡିଓକୁ ବର୍ତ୍ତମାନ ତାଲିବାନ ଭାଇରାତ ସରକାରକୁ ଧମକ ଦେବା ଦାବିରେ ଭାଇରାଲ।

ତାଲିବାନ କାବୁଲକୁ କାବୁ କରିବା ଦିନଠାରୁ, ଭାରତ ଏବଂ କାଶ୍ମୀର ଉପରେ ନୂତନ ବିତରଣର ସ୍ଥିତି କ’ଣ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହା ମଧ୍ୟରେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ କାଶ୍ମୀର ଉପରେ ଭାରତକୁ ଚେତାବନୀ ଦେଇଛି ବୋଲି ଏକ ଭିଡିଓ ଭାଇରାଲ ହୋଇଛି। ଦାବି କରାଯାଉଛି ଯେ, ଜଣେ ତାଲିବାନ କମାଣ୍ଡର ମୁଜାହିଦ୍ଦିନଙ୍କୁ “ଚ୍ୟାଲେଞ୍ଜ” କରିବା ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

ଫ୍ଲିପକାର୍ଟ ଚାଇନା କମ୍ପାନୀ କି? ଜାଣନ୍ତୁ ସତ୍ୟତା।

କୋରୋନା ମହାମାରି ପାଇଁ ଦେଶରେ ଚାକିରି ଏବଂ ଅର୍ଥବ୍ୟବସ୍ଥାରେ ସମସ୍ୟା ଦେଖାଯାଇଛି। ଏହାକୁ ନେଇ ଯୁବ ପିଢ଼ିମାନେ ଅନେକଥର ବିରୋଧ ପ୍ରଦର୍ଶନ କରିବା ସହ ସରକାରଠାରୁ ଚାକିରିର ଦାବି ମଧ୍ୟ କରିଛନ୍ତି। ବେକାରି ସମସ୍ୟା ପାଇଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଭାରତ ସରକାର ଯୁବପିଢ଼ି କୁ ଚାକିରି ଦେଇପାରିଲାନି କିନ୍ତୁ ଚାଇନା କମ୍ପାନୀ ଫ୍ଲିପକାର୍ଟ ଆସନ୍ତା […]

Continue Reading