ପାଲେଷ୍ଟାଇନର ପୁରୁଣା ଭିଡିଓକୁ କାଶ୍ମୀରରେ ଭାରତୀୟ ସେନା ଦ୍ୱାରା ଜଣେ ଲୋକଙ୍କୁ ଗୋଳି ମାରିବା ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ସୈନିକ ମାନଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସେହି ସମୟରେ ଗୁଳି ଆୱାଜ ହେବା ପରେ ସେହି ଲୋକ ରାସ୍ତାରେ ପଡ଼ିଯାଉଛନ୍ତି। ଦାବି କର ଯାଉଛିଇ ଯେ ଏହି ଭିଡିଓ କାଶ୍ମୀରର ଅଟେ। ସେଠିକାର ଜଣେ ବାସିନ୍ଦା ଭାରତ ସେନା ସହିତ ଦୁର୍ବ୍ୟବହାର କରୁଥିବାରୁ ସୈନିକ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କ’ଣ ସେନା ଯବାନଙ୍କ ସହିତ ଲଡେଇ କରୁଥିବା ସ୍ଥାନୀୟ ଲୋକଙ୍କର ଏହି ଭିଡିଓ ନାଗାଲାଣ୍ଡର ଅଟେ? ଜାଣନ୍ତୁ ସତ୍ୟ।

୪ ଡିସେମ୍ବରରେ ନାଗାଲାଣ୍ଡରେ ଭାରତୀୟ ସେନା ପେଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହିତ ଏକ ଲଢେଇ ହେବାରୁ ଗୁଳିଚାଳନାରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକେ ଆଘାତ ହୋଇଥିଲେ। ସୈନ୍ୟମାନେ ଦାବି କରିଛନ୍ତି ଯେ ଏହା ଭୁଲ ବୁଝାମଣା କାରଣରୁ ଘଟିଥିଲା କିନ୍ତୁ ସ୍ଥାନୀୟ ଲୋକେ ଏହି ଦାବିର ଖଣ୍ଡନ କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେଉଛି ଯେଉଁଥିରେ ସ୍ଥାନୀୟ ଲୋକେ ଚାଷ ଜମିରେ […]

Continue Reading