ଦିଲ୍ଲୀର ପାଣି ଜମି ରହିଥିବା ରାସ୍ତାର ଭିଡିଓ ଭୁବନେଶ୍ୱର ଦୃଶ୍ୟ ଦାବି ସହିତ ଭାଇରାଲ ହେଉଛି। 

ରାଜ୍ୟର ଅନେକ ସ୍ଥାନରେ କିଛି ଦିନ ହେବ ବର୍ଷା ଲାଗିରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ବର ମଧ୍ୟ ବର୍ଷା ପାଗର ସାମନା କରିଛି। ବର୍ତ୍ତମାନ ପାଣି ଜମି ରହିଥିବା ରାସ୍ତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାହିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରବଳ ବର୍ଷା ପରେ ରାଜଧାନୀ ଭୁବନେଶ୍ବରର ବୋମିଖାଲ ଅଞ୍ଚଳରେ ଏପରି ପାଣି ଜମିରହିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଦିଲ୍ଲୀର ରାସ୍ତାରେ ପାଣି ଜମି […]

Continue Reading

ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ […]

Continue Reading