2018 ହାଲଦ୍ୱାନୀର ପୁଣମ୍ ପାଣ୍ଡେ ହତ୍ୟା ଘଟଣାରେ ଆହାତ ଝିଅର ଫଟୋକୁ, ସ୍ୱାମୀଙ୍କ ଆକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମଡେଲ-ଅଭିନେତ୍ରି ପୁଣମ ପାଣ୍ଡେଙ୍କ ଫଟୋ ଦାବିରେ ଭାଇରାଲ ହେଉଛି।

ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ତାଙ୍କ ମୁଣ୍ଡ, ଆଖି ଓ ମୁହଁରେ ଆଘାତ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଅଭିନେତ୍ରୀ ଅଭିଯୋଗ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଖବରକୁ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ହସ୍ପିଟାଲ ବେଡରେ ଅତି ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଉଛି ଯେ, ହସ୍ପିଟାଲ ବେଡ଼ରେ ପଡ଼ିଥିବା ମହିଳା  […]

Continue Reading