କ’ଣ ଭାଇରାଲ ଭିଡିଓରେ ହିଂସାର ବିଭିନ୍ନ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଘଟଣାର କ୍ଲିପ୍ ଏବଂ ଫୋଟୋ ଥିବାର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ସବୁ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା କ୍ଲିପ୍ ଗୁଡିକ ଭାରତର ବିଭିନ୍ନ ସ୍ଥାନରେ ଘଟିବା ବିଭିନ୍ନ ଘଟଣାକୁ ମଣିପୁରର ହୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।  ନିମ୍ନରେ ଆପଣ ମାନେ ସେହି […]

Continue Reading

2004 ମସିହାରେ ଆସାମ ରାଇଫଲ୍ସ ବିରୋଧରେ ମହିଳାଙ୍କ ଦ୍ୱାରା ହୋଇଥିବା ପ୍ରତିବାଦର ଫଟୋ ମଣିପୁର ହିଂସା ଦାବିରେ ସେୟାର କରାଯାଇଛି।

ଇଣ୍ଟରନେଟରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଅନେକ ମହିଳା ଉଲଗ୍ନ ଅବସ୍ଥାରେ ଠିଆ ହୋଇଥିବାର ଦେଖା ଯାଉଛନ୍ତି । ଫଟୋ ସହିତ ଦାବି କରାଯଉଛି ଯେ ମଣିପୁରର କୁକି ସମ୍ପ୍ରଦାୟର ମହିଳାମାନେ ଉଲଗ୍ନ ମହିଳାଙ୍କ ପରେଡ ଘଟଣାକୁ ବିରୋଧ କରୁଛନ୍ତି।  ମଣିପୁର ହିଂସା ମଧ୍ୟରେ ସେଠାରୁ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ପୁଅ ଆଦିବାସୀ କୁକି ସମ୍ପ୍ରଦାୟର ଜଣେ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ନେଇଥିଲେ। ଏଥିରେ ପୋଲିସ ବର୍ତ୍ତମାନ 6 […]

Continue Reading

କ’ଣ ଗଛରେ ଝୁଲେଇ ଜଣେ ମହୁଇଲାଙ୍କ ଉପରେ ଅତ୍ୟାଚାର କରୁଥିବା ଏହି ଭିଡିଓ ମଣିପୁରର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

ମଣିପୁରରେ ଚାଲିଥିବା ହିଂସାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।  ଏହି ପ୍ରସଙ୍ଗରେ ଆହୁରି ଗୋଟିଏ ଭିଡିଓ ସାମନାକ୍ୟୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଗୋଟିଏ ମହିଳାକୁ ଗଛରେ ବାନ୍ଧି ଝୁଲେଇଛନ୍ତି ଏବଂ ତାଙ୍କ ଉପରେ ବାଡ଼ିରେ ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ […]

Continue Reading

କ’ଣ ଉଲଗ୍ନ ଅବସ୍ଥାରେ ମହିଳା ମାନେ ବିରୋଧ କରୁଥିବା ଏହି ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

ଗତ 2 ମାସ ଧରି ମଣିପୁରରେ ହିଂସା କମୁନାହିଁ। ପ୍ରାୟ ପ୍ରତ୍ୟେକ ଦିନ ନୂଆ ଅପରାଧିକ ମାମଲା ଉପରେ ରିପୋର୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ପୋଲିସକୁ ଧମକ ଦେଉଛନ୍ତି ଏବଂ ବାଡ଼ି ଧରି ପୋଲିସକୁ ଗୋଡ଼ାଉଛନ୍ତି।  ଆମକୁ ଏହି ଭିଡିଓର ତଥ୍ୟ ଯାଞ୍ଚ କରିବା ପାଇଁ ୱ୍ହାଟ୍ସ ଅପ୍ ନମ୍ବର 9049053770 ରେ ଅନୁରୋଧ ଆସିଥିଲା।  ଭିଡିଓ ସେୟାର କରି ଦାବି […]

Continue Reading

ମଣିପୁର ଗଣଦୁଷ୍କର୍ମ ଘଟଣାରେ ଆରଏସଏସ (RSS) କାର୍ଯ୍ୟକର୍ତ୍ତାଙ୍କ ଫୋଟୋ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ମଣିପୁରରୁ ଗୋଟିଏ ନିନ୍ଦନୀୟ ଘଟଣା ଘଟିଥିଲା। ଲୋକଙ୍କ ଗୋଟିଏ ବିଶାଳ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପ୍ୟାରେଡ୍ କରାଇବା ପରେ କିଛି ଲୋକେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଆରଏସଏସ କାର୍ଯ୍ୟକର୍ତ୍ତାଙ୍କର ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମଣିପୁରର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ଦୁଇ […]

Continue Reading

କ’ଣ ମଣିପୁରରେ ହେଇଥିବା ଘଟଣା ପରେ ଅକ୍ଷୟ କୁମାର ଏହି ଭିଡିଓରେ ନିଜ କ୍ରୋଧ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ

ମଣିପୁରର ଦୁଇ ଜଣ କୁକି ସମ୍ପ୍ରଦାୟ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରାଯିବା ସହ ବହୁ ସଂଖ୍ୟାରେ ପୁରୁଷଙ୍କ ଦ୍ୱାରା ତାଙ୍କ ଯୌନ ନିର୍ଯାତନା ହୋଇଥିବାର ଏକ ଭିଡିଓ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛି। ଅନୁସୂଚିତ ଜନଜାତି ନେତାଙ୍କ ଫୋରମ୍ (ଆଇଟିଏଲଏଫ୍) ଅନୁଯାୟୀ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା।  ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର […]

Continue Reading

ମଣିପୁରରେ ଆଦିବାସୀମାନେ ବିଜେପି ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ? ଭିଡିଓ 5 ବର୍ଷ ପୁରୁଣା..

ଦୁଇ ମାସରୁ ଅଧିକ ସମୟ ଧରୀ ଚାଲୁଥିବା ମଣିପୁର ହିଂସା ଲାଗି ରହିଏହା ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ କିଛି ଲୋକ ବିଜେପି ନେତାଙ୍କୁ ଧକ୍କା ଦେଉଥିବାର ନଜର ଆସିଛନ୍ତି। ବଙ୍ଗଳାରେ ହିନ୍ଦୁମାନଙ୍କୁ ମାଡ ଦିଆଯାଉଛି ଦାବିରେ ଏହି ଭିଡିଓ ସେୟାର କରାଯାଇଛି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏପରି ସମୟରେ ପ୍ରଧାନମନ୍ତ୍ରୀ ମଣିପୁର ଯିବାକଥା….. ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓର […]

Continue Reading

କ’ଣ ଗୁଳିଚାଳନାର ଏହି ଭିଡିଓ ମଣିପୁରେ ହେଉଥିବା ହିଂସାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ମଣିପୁରରେ ଆଦିବାସୀଙ୍କୁ ନେଇ ଉତ୍ତେଜନା ଏଖିବାକୁ ମିଳିଛି। ପାହାଡ ଅଞ୍ଚଳରେ ରହୁଥିବା ମେଇଟାଇଙ୍କ ପାଇଁ ଆଦିବାସୀ ମାନ୍ୟତା ଦାବିରେ ଏକ ରାଲି ପରେ ମଣିପୁରରେ ଉତ୍ତେଜନା ଦେଖାଦେଇଥିଲା। ଆଦିବାସୀ ଛାତ୍ର ସଂଗଠନ ୟୁନିଅନ ମଣିପୁର ୩ ମଇ ୨୦୨୩ ରେ ମେଇଟେଇ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ବିରୁଦ୍ଧରେ ଏହି ରାଲିର ଆୟୋଜନ କରିଥିଲା। ଏହା ନେଇ ରାଜ୍ୟରେ ହିଂସା ଭୟଙ୍କର ରୂପ ନେଇଛି। ଏହି ହିଂସା ଚୁରାଚାନ୍ଦପୁରରୁ ଆରମ୍ଭ ହୋଇ ରାଜଧାନୀ ଇମ୍ଫାଲ ଭଳି ରାଜ୍ୟର […]

Continue Reading