ଉତ୍ତରାଖଣ୍ଡର ଏକ ଭିଡିଓକୁ ଉତ୍ତରପ୍ରଦେଶରେ ମଦ୍ରସା ବିରୁଦ୍ଧରେ ଯୋଗୀ ସରକାରଙ୍କର କାର୍ଯ୍ୟନୁଷ୍ଠାନ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ ୱାକଫ୍ ସଂଶୋଧନ ବିଲ୍ ପାସ୍ ହେବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ କିଛି ସରକାରୀ ଅଧିକାରୀଙ୍କ ସହିତ ପୋଲିସ ଏକ ମଦ୍ରସା ରେ ପ୍ରବେଶ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉତ୍ତରାଖଣ୍ଡର ଘଟଣା […]

Continue Reading

ଭିନ୍ନ ସ୍ଥାନ ଏବଂ ଭିନ୍ନ ସମୟର ଫଟୋକୁ ଏକାଠି କରି ଉତ୍ତର ପ୍ରଦେଶ ମଦ୍ରାସାରୁ ଅସ୍ତ୍ର ଜବତ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ  ମିଡିଆରେ ମଦରାସା କୁ ନେଇ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରୁ କେଉଁଟି ସତ ଏବଂ କେଉଁଟି ମିଛ ତାହା ନ ଜାଣି ମଧ୍ୟ ଭାଇରାଲ କରାଯାଉଛି। ଏପରି କିଛି ଫଟୋ ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନା କୁ ଆସିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶର ମଦ୍ରାସାରୁ ପୋଲିସ ଦ୍ୱାରା ଏହି ଅସ୍ତ୍ର ସିଜ କରାଯାଇଛି। ଏହା ସହ ଅପରାଧିମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ପ୍ରମାଣିତ […]

Continue Reading

ଏକ ସୋର୍ଟ ଫିଲ୍ମର ଫଟୋକୁ ମଦ୍ରାସାରେ ମୌଲଭୀ ଜଣକ ଛାତ୍ରୀ ସହ ଦୁଷ୍କର୍ମ କରୁଥିବା ଦାବିରେ ଭାଇରାଲ କରାଯାଉଛି।

ମଦରାସା କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭୁଲ ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟୋପି ପିନ୍ଧିଥିବା ମୁସଲମାନ ବ୍ୟକ୍ତି ଜଣେ ଝିଅ ସହିତ ଆପତ୍ତିଜନକ କାର୍ଯ୍ୟ କରୁଥିବା ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ମଦ୍ରାସାରେ ଜଣେ  ମୌଲଭୀ ଏକ ଛାତ୍ରଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛି।  ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading