କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ନିଜ ଆଘାତ ହୋଇଥିବା ନେଇ ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ଆଘାତ ହୋଇଥିବା ଖବର ସାମନାକୁ ଆସିଥିଲା। ଅନେକ ଫୋଟୋରେ ତାଙ୍କ କପାଳରେ ଆହତ କାରଣରୁ ରକ୍ତ ମଧ୍ୟ ବହିଥିଲା। ଏହି ଘଟଣା ପରେ ସୋସିଆଲ ମିଡିଆରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କ କପାଳର ଅନ୍ୟ ସ୍ଥାନରେ ବେଣ୍ଡଏଡ୍ ଲାଗିଥିବା ଦେଖିବାକୁ ମିଳିଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି […]

Continue Reading

କ’ଣ ମମତା ବାନେର୍ଜିଙ୍କୁ ସ୍କୁଟି ଶିଖେଇବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ରାସ୍ତା ବନ୍ଦ କରିଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେରଜିଙ୍କ ସ୍କୁଟି ଚଲାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ମମତା ବାନେର୍ଜିଙ୍କୁ ସ୍କୁଟି ଶିଖେଇବା ପାଇଁ ରାସ୍ତା ବନ୍ଦ କରା ଯାଇଛି।  କିନ୍ତୁ, ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପେଟ୍ରୋଲ ଦର ବୃଦ୍ଧିର ବିରୋଧ କରି ମମତା ବାନେର୍ଜି ଇ-ସ୍କୁଟି ଚଲାଉଥିବା ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।  କ’ଣ ଦାବି […]

Continue Reading

କ’ଣ ମମତା ବାନେର୍ଜି ବାମ ଗୋଡ଼ରେ ଆହତ ହେଇଥିବା ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମମତା ବାନେର୍ଜିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହା ପରେ ଡାକ୍ତରଖାନାରେ ଗୋଡ଼ରେ ପ୍ଲାଷ୍ଟର ଲାଗୁଥିବା ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେଉଛି। ଏହା ସହିତ ମମତା ବାନେର୍ଜିଙ୍କର ୱ୍ହିଳ ଚେୟାରରେ ବସିଥିବା ଗୋଟିଏ ଫୋଟୋ ଶେୟାର କରା ଯାଉଛି ଯେଉଁଥିରେ ତାଙ୍କର ଡାହାଣ ଗୋଡ଼ ପ୍ଲାଷ୍ଟର ହେଇଛି। ଏହି ଦୁଇଟି ଫୋଟୋ ସହିତ ଦାବି କରା ଯାଇଅଛି ଯେ ମମତା ବାନେର୍ଜି ଗୋଡ଼ ଆଘାତ ହେଇଥିବା ଅଭିନୟ […]

Continue Reading