କ’ଣ ପାକିସ୍ତାନ ଆପତ୍ତି କଳା ପରେ ୧୯୬୬ ରେ କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏକ ଗୀତକୁ ବ୍ୟାନ୍ କରିଥିଲା? ଜାଣନ୍ତୁ ସତ୍ୟ। 

ହିନ୍ଦୀ ସିନେମା ଜଗତର ଏକ ପୁରୁଣା ସଙ୍ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି। କାଶ୍ମୀର ଉପରେ ନିର୍ଧାରିତ ହେଇଥିବା ଏହି ସଙ୍ଗୀତର ଭିଡିଓକୁ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ପାକିସ୍ତାନ ଏହି ଗୀତକୁ ବିରୋଧ କରିଲା ପରେ ସେ ସମୟର କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏହି ସଙ୍ଗୀତକୁ ବ୍ୟାନ୍ କରିଥିଲା।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

କ’ଣ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ସତସଙ୍ଗ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି କୁହା ଯାଇଛି ଯେ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋକୁ ଏହି ଦାବି ବିଷୟରେ ଅନୁସନ୍ଧାନ କରିବାର ଅନୁରୋଧ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ପାକିସ୍ତାନ ଆପତ୍ତି କଲା ପରେ ୧୯୬୬ ରେ କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏହି ଗୀତକୁ ବ୍ୟାନ କରିଥିଲା? ଜାଣନ୍ତୁ ସତ୍ୟ।

ଏକ ପୁରୁଣା ଭୋଦେୟ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଉଥିବା ମିଳିଛି। ଏହି ଭିଡିଓରେ ଏକ ଗୀତ ଅଛି ଯେଉଁଟା କାଶ୍ମୀର ବିଷୟରେ କହୁଛି। ଭିଡିଓ ଦେଖିଲା ପରେ ଲାଗୁଛି ଏହା କୌଣସି ସିନେମାର ଗୀତ ଅଟେ। ହେଲେ ଏହି ଗୀତର ଭିଡିଓ ପୋଷ୍ଟ କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କଇଛନ୍ତି ଯେ ଗୀତଟିର ଗାୟକ ହେଉଛନ୍ତି ମହମ୍ମଦ ରଫି। ୧୯୬୬ ମସିହାରେ କଂଗ୍ରେସ ସରକାର ଏହି ଗୀତଟିକୁ ବୟାନ କରି ଦେଇଥିଲା।  ଫ୍ୟାକ୍ଟ […]

Continue Reading