ବାଙ୍ଗଲାଦେଶର ଭିଡିଓକୁ ଦିଲ୍ଲୀରେ ମୁସ୍ଲିମମାନେ ହିନ୍ଦୁ କାଉଁଡି ବାଲାଙ୍କୁ ମାରିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମୁସ୍ଲିମ ଲୋକ ହିନ୍ଦୁମାନଙ୍କୁ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କାଉଁଡିବାଲାଙ୍କ ଉପରେ ମାଂସ ଫିଙ୍ଗିବା ସହ ତାଙ୍କୁ ମୁସ୍ଲିମମାନେ ମାଡ଼ମାରୁଛନ୍ତି।  ଭାଇରାଲ ଭିଡିଓ ସହିତ ୟୂଜର୍ସ ଲେଖିଛନ୍ତି ଯେ,- ଆହା କି ସୁନ୍ଦର ଭାଇଚାରା ,ଦିଲ୍ଲୀ ସିଲମପୂରରେ କାଉଡି ଯାତ୍ରାରେ ସାମିଲ ଥିବା କାଉଡ଼ିଆ ମାନଙ୍କ ଉପରକୁ ମାଂସ ଖଣ୍ଡ ଫିଙ୍ଗା ଯାଇଛି ମୁସଲିମ ମାନଙ୍କ ଦ୍ୱାରl.ଅଭିନନ୍ଦନ ଭାଇଚାରା […]

Continue Reading

ୟମନ ଦେଶର ଫଟୋକୁ ଭାରତର କହି ସାମ୍ପ୍ରଦାୟିକ ରୂପ ଦିଆଯାଉଛି।

ଉତ୍ତର ପ୍ରଦେଶର ଗାଜିୟାବାଦରେ ହିନ୍ଦୁ ଯୁବକ ଏକ ମୁସ୍ଲିମ ପିଲାକୁ ମାରୁଥିବାର ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଯୁବକର ମୁସ୍ଲିମ ପିଲାକୁ ଏପରି ପିଟିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। ଭାଇରାଲ ଭିଡିଓ ସହ ଦୁଇଟି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ମଡ଼ ଖାଇଥିବା ପିଲାର ଫଟୋ , ଯାହାର ଦେହରେ ଏତେ ଖତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ […]

Continue Reading

5 ବର୍ଷ ପୁରୁଣା ଫଟୋକୁ ମୁସ୍ଲିମମାନଙ୍କୁ ଫ୍ରାନ୍ସ ଲୋକମାନେ ଗୋଡେଇ ଗୋଡେଇ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

ଫ୍ରାନ୍ସରେ ସାଂଘାତିକ ହିଂସାରେ 4ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ନେଇ ଫ୍ରାନ୍ସରେ ଇସଲାମିକ ବିଚ୍ଛିନ୍ନତା ଏବଂ ମୌଳିକତାର ମାମଲା ଗରମ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ କରାଯାଇ ଆଲୋଚନା କରାଯାଉଛି।  ସୋସିଆଲ ମିଡିଆରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଛନ୍ତି। ଫଟୋରେ, ମହିଳା […]

Continue Reading